ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ରେ ବିଜୁଙ୍କୁ ଶ୍ର।ଦ୍ଧ ଦିବସ ରେ ଭକ୍ତିପୂତ ଶ୍ରଦ୍ଧା ଅଞ୍ଜଳି।

ଏରସମା, 18/04/2026, ଉତ୍କଳ voice news - utkalvoicenews.com *( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଏରସମା ବଜାର ସ୍ଥିତ ବିଜୁ ଜନତା ଦଳ କାଯ୍ୟ।ଳୟ ପରିସରରେ ବିଜୟ ସ୍ୱାଇଁ ଙ୍କ ସଭାପତିତ୍ୱରେ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅଥିତି ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା ବିଜୁ ବାବୁଙ୍କର ସଂଗ୍ରାମୀ ଜୀବନୀ ଉପରେ ଆଲୋକ ପାତ କରିଥିଲେ। ଏଥିରେ ପଞ୍ଚାୟତ ସମିତି ଅଧକ୍ଷ ଲକ୍ଷ୍ମୀ ପ୍ରିୟା ମହାପାତ୍ର,ପୂର୍ବତନ ସରପଞ୍ଚ ଦୀପ୍ତି ରଞ୍ଜନ କୁଆଁର, ଦୀନବନ୍ଧୁ ନାୟକ,ବୁଲୁ ରାୟ, ମହେନ୍ଦ୍ର ସେନାପତି,ପ୍ରଭାକର ପଣ୍ଡା,ଉମେଶ ସେଠି,ସୁବାଷ ଶାସମଲ,ବାପି ପରିଡା,ବିପିନ ବିହାରୀ ସ୍ୱାଇଁ,ଯଯାତି କେଶରୀ ସାମନ୍ତରାୟ,ମଳୟ କାନୁନଗୋ, ଉମେଶ ରାଉତ, କାଳିଆ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ।
Article Image
17