ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା

ଏରସମା, 20/04/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ଶୁଭେଚ୍ଛା ) :*
Article Image
ଜନ୍ମଦିବସ ପାଳନ କଲେ ଅକ୍ଷୟ ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଜନାର୍ଦ୍ଦନପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ଜନ୍ମ ଦିବସ ପାଳନ। ଅକ୍ଷୟ ତୃତୀୟା ଦିନ ଜନ୍ମ ହୋଇଥିବାରୁ ନାମ ଦିଆଯାଇଥିଲା ଅକ୍ଷୟ। ଅକ୍ଷୟ ତୃତୀୟା ଦିନ କୃଷକ ମାନେ ହଳ ଲଙ୍ଗଳ ସାହାଯ୍ୟରେ ଅକ୍ଷିମୁଠି ଓ ଭୂମିପୂଜନ କରିଥାନ୍ତି। ଆଜି ହେଉଛି କୃଷକ ମାନଙ୍କର ଦିବସ। ଏହିଭଳି ପୂର୍ଣ୍ଣ ତିଥିରେ ଜନ୍ମ ଗ୍ରହଣ ହୋଇଥିବାରୁ ଅକ୍ଷୟ ସ୍ୱାଇଁ ଅକ୍ଷୟ ତୃତୀୟା ଦିବସ ଦିନ ଠାକୁରଙ୍କ ପାଖରେ ତାଙ୍କର ଜନ୍ମ ଦିବସ ପାଳନ କରିଥାନ୍ତି।
11