ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କଂଗ୍ରେସ ପ୍ରେସମିଟ ।

ଜଗତସିଂହପୁର, 23/04/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ) :
Article Image
ସଂସଦରେ ମହିଳା ସଂରକ୍ଷଣ ବିଲ କୁ ନେଇ ବିଜେପି କଂଗ୍ରେସ ବିରୁଦ୍ଧରେ ଅପପ୍ରଚାର କରୁଥିବାର କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି କଥାକୁ ଲୋକଙ୍କ ପାଖରେ ତଥ୍ୟ ସହିତ ପହଁଚେଇବା ପାଇଁ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ଏହାକୁ ନେଇ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମୀଳନୀ ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଆଡଭୋକେଟ ନିଶିକାନ୍ତ ମିଶ୍ର , ଆଡଭୋକେଟ ଲଲାଚେନ୍ଦୁ ଦାଶ , ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ସର୍ବେଶ୍ବର ପଣ୍ଡା ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଦିପ୍ତିମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଜେପିର ଅପପ୍ରଚାର ବାବଦରେ ଆଲୋକପାତ କରିଥିଲେ ।
Article Image
Article Image
5