ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ କୁମାରୀ ଈଶ୍ଵରୀୟ ବିଶ୍ୱ ବିଦ୍ୟାଳୟ ର ରାଜ୍ୟ ସମ୍ମିଳନୀ ଓ ପାଠ ଶାଳା ଉଦ୍ଘାଟିତ l

ପାରାଦୀପ ଗଡ, 09/02/2025, ଉତ୍କଳ voice news - utkalvoicenews.com ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତକୁଲl ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ୱ ବିଦ୍ୟାଳୟ ର ରଜ୍ୟ ସମ୍ମିଳନୀ ଓ ପାଠ ଶାଳା ଉଦ୍ଘାଟିତ ହୋଇଯାଇଛି l
Article Image
ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ରାଜ୍ୟ ସମ୍ମିଳନୀ ଓ ପାଠଶାଳା କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ମୁଖ୍ୟ ବକ୍ତା ବି. କେ. ସୁଲୋଚନା, ସମ୍ମାନୀତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ବି. କେ. ମୋହନ, କୁଳମଣି ସାମଲ, ଅରୁଣ କୁମାର ସାହୁ, ଦେବେନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ହେବେ ବି.କେ. କମଲେଶ ଯୋଗଦେଇଥିଲେ l ପାରାଦୀପ ଅଂଚଳରେ ପ୍ରଥମ ଥତ ପାଇଁ ବ୍ରହ୍ମ କୁମାରୀ ଇଶ୍ୱରୀୟା ବିଶ୍ୱ ବିଦ୍ୟାଳୟର ପାଠ ଶାଳl ପ୍ରତିଷ୍ଠା ହୋଇଥିବାରୁ ସ୍ଥାନୀୟ ଅଂଚଳର ଅଧିବାସୀ ମାନେ ଖୁସି ବ୍ୟକ୍ତ କରିଥଲେ l
Article Image
ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବ୍ରହ୍ମା କୁମାରୀ ମାନେ ଯୋଗ ହେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବି.କେ. ରୋଜାଲିନି, ବି.କେ.ସାଗରିକା, ବି. କେ. ସରିତା, ଗୀତାଞ୍ଜଳି, ରିତା, କବିତା, ଗୌରୀ ପ୍ରମୁଖ ସମ୍ମିଳନୀ କୁ ପରିଚାଳନା କରିଥିଲେ l
Article Image
Article Image
Article Image
8