ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା।

ଏରସମା, 30/04/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ )
Article Image
ତା୨୯/୪/୨୦୨୬ରିଖରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର +୩ ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବୀଦାୟ କାଳୀନ ସଭା ଏବଂ ପୂର୍ବ ବର୍ଷ କୃତିତ୍ଵ ଅର୍ଜନ କରିଥିବା ୪ ଜଣ ପିଲାଙ୍କୁ ସମ୍ନାନିତ କରାଯାଇଥିଲା। ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ଧିରେନ କୁମାର ପାତ୍ର ସଭାପତିତ୍ୱ କରିବା ସହିତ ସ୍ୱାଗତ ଅଭିଭାଷଣ ଦେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ ଡ଼କ୍ଟର ଅଶୋକ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଛାତ୍ର ଛାତ୍ରୀ ମ।ନେ ଶୃଙ୍ଖଳିତ ଓ କଠିନ ପରିଶ୍ରମ କଲେ ଜୀବନରେ ଲକ୍ଷ୍ୟସ୍ଥଳରେ ପହଁଞ୍ଚି ପାରିବେ। ସମ୍ମାନିତ ଅଥିତି ପ୍ରଫେସର କ୍ଷୀରୋଦ ପ୍ରସାଦ ନାୟକ ,ଡ଼କ୍ଟର ସଂଜୟ କୁମାର ବିଶ୍ବାଳ,ପ୍ରଫେସର ଶିବ ସୁନ୍ଦର ମୁଦୁଲି,ପ୍ରଫେସର ପ୍ରଭାତ କୁମାର ମୁଦୁଲି , ଏବଂ ଶ୍ରୀଯୁକ୍ତ ପ୍ରଦିପ କୁମାର ଜେନା ପ୍ରମୁଖ ଯୋଗଦାନ କରିଥିଲେ। ବୀଭାଗୀୟ ଅଧ୍ୟାପିକା ଡ଼କ୍ଟର ମଧୁସ୍ମିତା କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
10