ଗଞ୍ଜାମ, 03/05/2026, ଉତ୍କଳ voice news - utkalvoicenews.com137 ତମ ଗୋପାଳ ପୁର ସମୁଦ୍ର ଆଳତୀ ଗୀତବାଚସ୍ପତି ଶ୍ରୀ ପଦ୍ମ ଚରଣ ଦାସ ଆଳତି କରିଥିଲେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ସଦସ୍ୟ ବୁଦ୍ଧ ପୁର୍ଣିମା ଉପଲକ୍ଷେ, ବରୁଣ ଗାୟତ୍ରୀ, ଜଗନ୍ନାଥ ଙ୍କ ଧ୍ୟ୍ୟନ ମନ୍ତ ପାଠ କରାଯାଥିଲା ଅତିଥି ଭାବେ ବାଳକୃଷ୍ଣ ପଣ୍ଡା IAS.. Dr ସନ୍ଧ୍ୟା ରାଣୀ ପଟନାୟକ, ଶ୍ରୀମତି ସଂଯୁକ୍ତା ଦେବି, କଣ୍ଠଶିଳ୍ପୀ ମାଧବ ଜେନା, ବିଜେପି ସଭାପତି ପଞ୍ଚୁ ବେହେରା ମାନଚିସନ ଥିଲେ ଭକ୍ତସଂଗୀତ ଗାନ କରାଯାଇଥିଲା ଶ୍ରମିକ ଦିବସ ର ତାତ୍ପର୍ଯ୍ୟ ବିଷୟରେ ସମସ୍ତେ ସଚେତନ ନାଗରିକ ଙ୍କୁ ବୁଝାଇଥିଲେ ଓଡିଶା Labour କୋଅପରାଟିଭ ସୋସାଇଟି ର ଜ଼ିଲ୍ଲା ସଭାପତି ଶ୍ରୀ ପଦ୍ମ ଚରଣ ଦାସ.ପର୍ଯ୍ୟଟକ , ପ୍ରକାଶ ଚନ୍ଦ୍ର ସାହୁ, ଉମାଶଙ୍କର ମିଶ୍ର,ପତ୍ରକାର ,ଭକ୍ତ ଙ୍କ ଭିଡ ଲାଗିଥିଲା କବି, ଗବସକ ସଂସ୍କରକ ମାନଙ୍କୁ ସମ୍ମାନ ସୂଚକ ସେରିଫିକେଟ, ଉପଢୌକନ ପ୍ରଦାନ କରାଯାଇଛି .ଶ୍ରୀ ଜଗନ୍ନାଥଙ୍କ ପ୍ରଚାର ପ୍ରସାର ପାଇଁ ଜୀବନ ବ୍ୟାପି ସଂକଳ୍ପ .....ଶେଷରେ ପଞ୍ଚୁ ବେହେରା ଧନ୍ୟବାଦ୍ ଦେଇଥିଲେ।