ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ ବିଜେପି ପକ୍ଷରୁ ବିଜୟ ଉତ୍ସବ

ଜଗତସିଂହପୁର, 05/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ସହିତ ଅନ୍ୟ ରାଜ୍ୟ ଗୁଡିକରେ ବିଜେପିର ବିଜୟକୁ ନେଇ ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ ହୋଇଛି ।ସଦର ସ୍ଥିତ ଥାନା ଛକ ଠାରେ ଆୟୋଜିତ ବିଜୟ ଉତ୍ସବରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ,ପୁର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ଯୁବ ନେତା ଦୀପକ ବିଶ୍ୱାଳ ଙ୍କ ସହ ଶତାଧିକ ଦଳୀୟ କର୍ମୀମାନେ ଯୋଗ ଦେଉ ବାଣ ଫୁଟାଇ , ମିଠା ଖୁଆଇ ଖୁସି ମନାଇ ଥିଲେ ।ମୋଦିଙ୍କ ଲୋକପ୍ରିୟତା ଆଜି ପଶ୍ଚିମବଙ୍ଗରେ ପଦ୍ମ ଫୁଟାଇବାରେ ସକ୍ଷମ ହୋଇଥିବା କହିଛନ୍ତି ବିଧାୟକ ।
Article Image
Article Image
14