ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିଆଳି ବାଲିଯାତ୍ରା କମିଟି ଆନୁକୂଲ୍ୟରେ ସାମ୍ବାଦିକ ସମ୍ମିଳନୀ।

ଏରସମା, 05/05/2026, ଉତ୍କଳ voice news - utkalvoicenews.com୪/୫/୨୬ (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ଓଡିଶାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦାମୋଦର ରାଉତ ଦୀର୍ଘ ୪୦ ବର୍ଷର ରାଜନୀତି ସମୟରେ ଏରସମା କୁଜଙ୍ଗ, ପାରାଦ୍ବୀପ ଅଂଚଳର ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଛି।ସ୍ୱର୍ଗତ ରାଉତଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ନେଇ ସବୁ ମହଲରେ ନିନ୍ଦା କରାଯାଉଥିବାବେଳେ ସ୍ୱର୍ଗତ ରାଉତଙ୍କୁ ଯେଉଁମାନେ ଭଲ ପାଉଥିଲେ ସେଥିମଧ୍ୟରେ ଏରସମାର ଶିଆଳି ବାଲିଯାତ୍ରା କମିଟି ପକ୍ଷରୁ ଦାମ ବାବୁଙ୍କ ପ୍ରତିମୂର୍ତ୍ତି ଶିଆଳି ଉନ୍ମୋଚନ ପୂର୍ବରୁ ବନ ବିଭାଗ ଭାଙ୍ଗିବା ପରେ ସାରା ଓଡ଼ିଶାରେ ଶିରୋନାମ ଖବର ପାଲଟିଥିଲା।ଏହାକୁ ସମସ୍ତେ ନିନ୍ଦା କରିଥିଲେ।ଏହି ପରିପ୍ରେକ୍ଷୀରେ ଶିଆଳି ବାଲିଯାତ୍ରା କମିଟି ସ୍ଥାୟୀ ସଭାପତି ନିରାକାର ସ୍ୱାଇଁ (ବାଙ୍ଗୁର୍ )ଏକ ପ୍ରେସ ମିଟ ଡାକି ଏଥିରେ କିଏ ଖଳ ନାୟକ ପ୍ରଶ୍ନ କରିଥିଲେ ଏବଂ ନିଜର ଦାବି ଉପସ୍ଥାପନ କରିଥିଲେ। କହିଲେ "ଠାକୁର ଘରେ କିଏ ନା କଦଳୀ ଖାଇନି"।
Article Image
Article Image
9