ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଉତ୍ସବ ରେ ଯୋଗଦେଲେ ଯୁବନେତା ସମାଜସେବୀ ଅମ୍ବିକା ଭାଇ ।

ଗଞ୍ଜାମ, 08/05/2026, ଉତ୍କଳ voice news - utkalvoicenews.com
Article Image
ହିଞ୍ଜିଳି କାଟୁ ଅନ୍ତର୍ଗତ ସମର ଝୋଳ ଛକ ଠାରେ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପନୀ ଦିବସ ରେ ଯୋଗଦେଲେ ବରିଷ୍ଠ ବିଜେପି ଯୁବନେତା ସମାଜସେବୀ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥଅମ୍ବିକା ପ୍ରସାଦ ପଣ୍ଡ‌ ।ସନ୍ନମା ଆମ୍ ଆଦମୀ ପାର୍ଟିର ପ୍ରତିନିଧି ଆଦ୍ୟିତ୍ୟ ରଥ ଯୋଗ ଦେଇଥିଲେ।ଏଥି ସହିତ ଫାଇନାଲ ରେ ବିଜୟୀ ହୋଇଥିବା କୃତି ଖେଳାଳି ମାନଙ୍କୁ ଉତ୍ସାହିତ କରି ପ୍ରାଇଜ ବଣ୍ଟନ କରିଥିଲେ l ଏହି ଟୁର୍ନାମେଣ୍ଟ ଆଜକୁ ଦଶ ଦିନ ଧରି ଚାଲିଥିଲା l ଅମ୍ବିକା ଭାଇ ଖେଳାଳି ମାନଙ୍କୁ ଆଗକୁ କିପରି ଖେଳ ପ୍ରତି ଉତ୍କଣ୍ଠା ବଢିବ ତାଙ୍କ ସହିତ ପୁଙ୍ଖାନୁ ପୁଙ୍ଖା ଆଲୋଚନା କରିଥିଲେ ଓ ଖେଳ ର ମହତ୍ୱ ଉପରେ ଆଲୋକପାତ କରିଥିଲେ।
6