ଗଞ୍ଜାମ, 08/05/2026, ଉତ୍କଳ voice news - utkalvoicenews.com
ଶେରଗଡ଼ ବ୍ଲକ ଅନ୍ତର୍ଗତ ଦଶମୁଣ୍ଡୁଳି ଗ୍ରାମର ହନୁମାନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଯୋଗଦେଲେ ସମାଜସେବୀ ଓ ସେ ଅଵିହାହିତା ଯୁବ ନେତା ଅମ୍ବିକା ପ୍ରସାଦ ପଣ୍ଡା l ବହୁ ଦିନ ଧରି ସମାଜର ବିଭିନ୍ନ ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକ ମାନଙ୍କ ର ଶୁଖ ଓ ଦୁଃଖ ସାହାଯ୍ୟ କରିଥାନ୍ତି। ହିଞ୍ଜିଳିକାଟୁ ବ୍ଲକ୍ ଓ ଶେରଗଡ ବ୍ଲକ ରେ ଅମ୍ବିକା ଭାଇ ଆମର ଅଛନ୍ତି ସାଥୀ ରେ କିଛି ଭୟ ନାହିଁ। ତାଙ୍କ ଲକ୍ଷ୍ୟ ରଖିଛନ୍ତି ଅସାହୟ ଓ ଦୁଃଖୀ ସମାଜର ସବୁ ବର୍ଗର ଲୋକଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି।ଏଥି ସହିତ ବିରାଟ ପଟୁଆର, ବାଜା, ବାଣ, ହୁଳହୁଳି, ସଂଗୀତ ର ତାଳେ ତାଳେ ସ୍ୱାଗତ ଜଣାଇଲେ ଅମ୍ବିକା ଭାଇ ଙ୍କୁ l ଦିନକୁ ଦିନ ଅମ୍ବିକା ଭାଇ ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗଛି l ଶେରଗଡ଼ ଅଂଚଳ ରେ ସୁଖ ଦୁଃଖ ର ସାଥି ଅମ୍ବିକା ଭାଇ ଲୋକ ମାନଙ୍କ ସେବାରେ ସବୁବେଳେ ଥିବେ ଆଉ ରହିବେ ମଧ୍ୟ୍ୟ ଏକଥା ତାଙ୍କର ବକ୍ତବ୍ୟ ରେ କହିଛନ୍ତି l ଦିନକୁ ଶେରଗଡ଼ ଅଂଚଳ ରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି l ଏହାରି ଭିତରେ ଅମ୍ବିକା ଭାଇ ଙ୍କ ଜନସେବା ସର୍ବସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି l