ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମେଧାଶ୍ରୀ ସମ୍ମାନ ଉତ୍ସବ ଅନୁଷ୍ଠିତ।

ଗଞ୍ଜାମ, 11/05/2026, ଉତ୍କଳ voice news - utkalvoicenews.com ତା: 10/05/2026 ରିଖରେ
Article Image
Vignan Higher Secondary School, Ambapua, Berhampur ରେ ମେଧାଶ୍ରୀ ସମ୍ମାନ ଉତ୍ସବ Principal Professor (cum_chairman(Dr) Banabihari Panigrahi ଙ୍କ ଅଦ୍ଧକ୍ଷଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାତା ଓ Director ,ramkanta padhy , secretary suriya Narayan patra managing Director ,Bidhya dhara patra , managing Director Biswajit padhy ,ବହୁ ସଂଖ୍ୟାରେ ୮୦ % ରୁ ଅଧିକ ମାର୍କ ରାଖିଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଉପସ୍ଥିତ ହୋଇଥିଲେ। କୃଷ୍ଣପ୍ରସାଦ ଗଡ ବ୍ଲକ Topper Sai Swarup Das (94 %) ଏବଂ ଛତ୍ରପୁର ବ୍ଲକ Topper Ankit kumar Acharya (93.3 %) ସେମାନଙ୍କ ପିତାମାତାଙ୍କ ସହ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଏବଂ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରାଗଲା। ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅନୁଭବ ଉପସ୍ଥାପନ କରିଥିଲେ ଏବଂ ଉନ୍ନତ ଶୈଳିର ପାଠପଢା, Hygenic ଖାଦ୍ୟ, ସୁଚିନ୍ତିତ Hostel ବ୍ୟବସ୍ତାକୁ ସମସ୍ତ ପିତା ମାତା ପ୍ରସଂଶା କରିଥିଲେ। ଏହି କଲେଜ୍ ରେ ମେଧାଶ୍ରୀ ଛାତ୍ରଛାତ୍ରୀଙ୍କୁ Scholarship ମଧ୍ୟ ଦିଆଯାଇଥାଏ। ଏହି କଲେଜ୍ ଟି ‌ଅଳ୍ପ ଦିନ ମଧ୍ୟରେ ବହୁ ପ୍ରଶଂସିତ ହୋଇପାରିଛି। କଲେଜ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷ ରେ ଧନ୍ୟବାଦ୍ ଅର୍ପଣ ବିଶ୍ବଜିତ ପାଢ଼ୀ।
8