ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ବର୍ଗତ ଭ୍ରମରବର ସିଂହ ଙ୍କ ଏକା ଦଶାହ ଉପଲକ୍ଷେ ସ୍ମୁତି ଚାରଣ ସଭା ଆୟୋଜନ ହୋଇ ଅଛି

କଟକ, 18/05/2026, ଉତ୍କଳ voice news - utkalvoicenews.com *( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :*
Article Image
ମାହାଙ୍ଗା ବ୍ଲକ ଅନ୍ତର୍ଗତ କୋଳିଅଠା ଗ୍ରାମର ସ୍ବର୍ଗତ ଭ୍ରମରବର ସିଂହ ଙ୍କ ଏକା ଦଶାହ ଉପଲକ୍ଷେ ସ୍ମୁତି ଚାରଣ ସଭା ଆୟୋଜନ ହୋଇ ଅଛି ଏହି ସଭା କୁ ପରିଚାଳନା କରିଥିଲେ ରବୀନ୍ଦ୍ର ମହାନ୍ତି,ଅତିଥି ହେଲେ ଡମ୍ବରୁ ଧର ପରିଡ଼ା, ଗ୍ରୌରlଙ୍ଗ ଚରଣ ସାହୁ,ଅଜୟ ମହାନ୍ତି,ତରୁଣ ମହାନ୍ତି,ପୁତ୍ର ସମୀର କୁମାର ସିଂହ,ଜଗନ୍ନାଥ ବରାଳ,ନିର୍ମଳ ସିଂହ,ତୁଷାର କୁମାର ସିଂହ ପ୍ରମୁଖ ଯୋଗ ଦେଇ କହିଲେ ଭମର ବର ଥିଲେ ଜଣେ ମେଲାପି ମଣିଷ ଏକା ଧାରାରେ ସେ ଜଣେ ଅମିନ,ସମାଜ ସେବୀ,ସଙ୍କୀର୍ତ୍ତନ ମଣ୍ଡଳୀ ର ସମ୍ପାଦକ,ହରିହର ପୀଠ ଯଜ୍ଞ କମିଟିର ସଭ୍ୟ ଓ ଲୋକ ପ୍ରତିନିଧି ଥିଲେ ତାଙ୍କୁ ହରାଇ ଆମ କୋଳିଅଠା ଗ୍ରାମରେ ଏକ ଅପୁର ନୀୟ କ୍ଷତୀ ହୋଇଛି
Article Image
18