ପୁରୀ , 18/05/2026, ଉତ୍କଳ voice news - utkalvoicenews.comତା 17/05/2026 ସନ୍ଧ୍ୟାରେ ପୁରୀର ସୁନ୍ଦରା ଜାଗା
ପରିସରରେ ୧୯ତମ ସୁଦର୍ଶନ ମହାନ୍ତି ସ୍ମୁତି ଓଡିଶା ଓପନ ଚେସ ର ଉଦଯାପନୀ ଉତ୍ସବ ମହାଡ଼ମ୍ବରରେ ପାଳନ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ପୁରୀଜିଲ୍ଲା ପୋଲିସ ସୁପରିଟେଣ୍ଡ ପ୍ରତିକ ସିଂ, ସମ୍ମାନିତ ଅତିଥିଭାବେ ପ୍ରଭାତ କୁମାର ମହାପାତ୍ର, ଡ଼ଃ ବିମଳ ପ୍ରସାଦ ମହାନ୍ତି ଯୋଗଦାନ କରି କୃତି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ l