ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଯୋଗ ନିରାକରଣ ଶିବିର ଅନୁଷ୍ଠିତ।

ଢେଙ୍କାନାଳ, 18/05/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଢେଙ୍କାନାଳରେ ଆଜି ପ୍ରଥମ ଦିବସିୟ ବଳରାମ ମନ୍ଦିର ସମ୍ମୁଖରେ ଶତାଧିକ ଲୋକ ଯୋଗ ନିରାକରଣ ଶିବିରରେ ଯୋଗାଭ୍ୟାସ କରିଥିଲେ ।ଉକ୍ତ ଶିବିରରେ ମୁଖ୍ୟ ବକ୍ତ| ଡା : ଜଗତନନ୍ଦ ତ୍ରିପାଠୀ ଯୋଗଦେଇ କହିଥିଲେ ରୋଗପାଇଁ ମୁଖ୍ୟ ଯୋଗ ହିଁ ସବୁଠୁ ବଡ ମେଡ଼ିସିନ ।ସଂମ୍ମାନିତ ଅତିଥି ଶ୍ରୀଯୁକ୍ତ ସନ୍ଦୀପ ଷଡ଼ଙ୍ଗୀ ସେ କହିଛନ୍ତି ମେଡିକାଲ scince ମେଡ଼ିସିନ ଅପେକ୍ଷା ଯୋଗ ହିଁ ଶରୀରକୁ ବେଶୀ ଠିକି କରିଥାଏ । ରଘୁନାଥ ତ୍ରିପାଠୀ ସଭାପତିତ୍ବ କରିଥିଲେ। ଆଜି ରୋଗ ନିରାକରଣ ସିବିରରେ କୋଉ ରୋଗ ପାଇଁ କୋଉ ଆସନ ପ୍ରାଣାୟାମ ଦରକାର କହିଥିଲେ ଓ ନିଜେ ମଧ୍ୟ୍ୟ ଜନ ଧାରଣଙ୍କୁ ଅଭ୍ୟାସ କରାଇଥିଲେ। Dr ଧାରମାନନ୍ଦ ପୃଷ୍ଟି ପରିଚାଳନା ଓ ସୂକ୍ଷ୍ମା କ୍ରିୟା କାରିଥିଲେ ।ଇନ୍ଦିରା ଦେବତା ଓ଼ମଂକାର ଧ୍ୱନି ଓ ଗାୟତ୍ରୀ ମନ୍ତ୍ର ଓ ଆସନ, ଶରତ ଲେଙ୍କା ଓ ପ୍ରତାପ ପତି ଆସନ କରାଇ ଥିଲେ ଶେଷରେ ଧନ୍ୟବାଦ,ଶାନ୍ତିପାଠ କରି ଆସନ୍ତା କାଲି ଶିବିର ପାଇଁ ଜନ ସାଧାରଣଙ୍କୁ ସକାଳ 5.30 ରେ ଆସିବାକୁ ନିବେଦନ କରିଛନ୍ତି।
Article Image
Article Image
Article Image
14