ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବଡ଼ଚଣା ବ୍ଲକ ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆଗରେ ଅଛି ରୋହିଣୀ ହସ୍ପିଟାଲ୍ ଛତିଆ

ଯାଜପୁର, 24/05/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ନେଳିଆ ଗ୍ରାମପଞ୍ଚାୟତ ଅଧୀନ ଗୋପପୁର ଛକ ଠାରେ ଗଢିଉଠି ଥିବା ରୋହିଣୀ ହସ୍ପିଟାଲ୍ ଏବେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଦ୍ଵାରା (AB PMJAY) ଓ (GJ AY) କାର୍ଡ ମାଧ୍ୟମରେ ସଂପୂଣ୍ଣ ମାଗଣାରେ ଚିକିତ୍ସା କରାଯାଉ ଅଛି ଏଠି ସମସ୍ତ ପ୍ରକାର ରୋଗ ର ପ୍ରତିକାର ପାଇଁ ଡକ୍ଟର ଙ୍କ ସହିତ ପରାମର୍ଷ କରନ୍ତୁ ଏଠାରେ,ରକ୍ତ,ମଳ,ମୂତ୍ର,ଧାତୁ,କଫ,ଡାଇବେଟିସ, ଇସିଜି ଆଦି ସମସ୍ତ ରୋଗ ର ପରୀକ୍ଷା କରାଯାଉ ଅଛି ଏଠି ସମସ୍ତ ରୋଗର ଚିକିତ୍ସା ପାଇଁ ଯୋଗାଯୋଗକରନ୍ତ
Article Image
୭୬୦୬୯୬୯୯୦୧ ଆପଣଙ୍କ ସେବାରେ ରୋହିଣୀ ହସ୍ପିଟାଲ୍
10