ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଈଶ୍ୱରପୁର ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ନିଯୁକ୍ତି,,

ବାଲେଶ୍ୱର / ନୀଳଗିରି, 24/05/2026, ଉତ୍କଳ voice news - utkalvoicenews.com
Article Image
ତା - ୨୪/୦୫ ନୀଳଗିରି ଥାନା ଅଧିନସ୍ତ, ଈଶ୍ୱରପୁର ଫାଣ୍ଡିଟି ଦୀର୍ଘ ଦିନ ଧରି ମୁରବି ଶୂନ୍ୟ ହୋଇଥିଲା, ଯାହା ଦ୍ୱାରା ଅଂଚଳରେ ଛୀନତାଇ,ଚୋରି ଡକାୟତି, ଡ୍ରକ୍ସ ଓ ମଦ ମାଫିଆ ଲୁଟେରା ଗେଙ୍ଗ ପ୍ରଭୁର୍ତ୍ତି ଆଦି ବଢିବାରେ ଲାଗିଥିଲା, ଏବଂ ଅଂଚଳରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିଲା, ଏମିତିକା ବି ସନ୍ଧ୍ୟା ସମୟରେ ଲୋକମାନେ ବଜାର ହାଟ କୁ ଯିବା ପାଇଁ ଭୟଭୀତ ହେଉଥିଲେ, ଏହି କିଛି ମାସ ଭିତରେ ଚୋରଙ୍କର ଆଡସ୍ଥଳୀ ପାଲଟିଥିଲା ଅଂଚଳଟି, ତେଣୁ ଏସବୁ କୁ ଦୃଷ୍ଟିରେ ରଖି, ବାଲେଶ୍ୱର ଆରକ୍ଷୀ ଅଧିକାରୀ ଅଂଚଳରେ, ଶାନ୍ତିମୟ ବାତାବରଣ ପାଇଁ,ନୂତନ ଫାଣ୍ଡି ଅଧିକାରୀ ରୂପେ ମାନସ ନାୟକ ଙ୍କୁ ନିଯୁକ୍ତି ଦେଇଛନ୍ତି,ତେଣୁ କାଣ୍ଡଗରଡ଼ି ପଂଚାୟତ ସରପଞ୍ଚ ରାଜେନ୍ଦ୍ର ରାଉତ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ କରୁଣାକର ରାଉତ, ରମାକାନ୍ତ ସ, ଲକ୍ଷ୍ମୀକାନ୍ତ ରାଉତ, ପ୍ରତାପ ପାଢ଼ୀ ପ୍ରମ୍ମୁଖ ଉପସ୍ଥିତ ରହିଥିଲେ।
7