ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର SVM କଲେଜର୍ ଛାତ୍ରୀ କମର୍ସ ରେ ଜିଲ୍ଲା ଟପର

ଜଗତସିଂହପୁର, 25/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲାର ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର +୨ ଫଳାଫଳ ବେଶ ଉଚ୍ଚ କୋଟିର ହୋଇଛି । ବିଜ୍ଞାନରେ ୯୪%, କଳାରେ ୯୪% ଓ ବାଣିଜ୍ୟରେ ୯୨ ପ୍ରତିଶତ ରେଜଲ୍ଟ ହୋଇଛି । ବିଶେଷ ଭାବରେ ବାଣିଜ୍ୟରେ ନସରିନ ପରଉଇନ ୬୦୦ ମାର୍କରୁ ୫୭୭ ତଥା ୯୬.୧୬ ପ୍ରତିଶତ ନମ୍ବର ରଖି କଲେକ ତଥା ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।ନସରିନ ରାଜ୍ୟରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନେଇ ସ୍ଥାନୀୟ କମର୍ସ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଥିବା ଵେଳେ ନସରିନ ଭବିଷ୍ୟତରେ ଅଧ୍ୟାପିକା ହେବେ ବୋଲି କହିଛନ୍ତି ।
Article Image
Article Image
10