ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଜଗତସିଂହପୁର, 26/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ସଂସଦ ରେ ମହିଳା ଙ୍କ ପାରିତ ହୋଇ ଥିବା 33 ପ୍ରତିଶତ ସଂରକ୍ଷଣ ବିଲ କୁ ତୁରନ୍ତ ଲାଗୁ କରିବା ଏବଂ ବାରମ୍ବାର ନିଟ ୟୁଜି ପ୍ରଶ୍ନ ପତ୍ର ଲିକ ଘଟଣା ରେ ମହିଳା ଙ୍କ ସହ କଂଗ୍ରେସ କର୍ମକର୍ତ୍ତା ମାନେ ଜଗତସିଂହପୁର ସ୍ଥିତ ଟାଉନ ହଲ ଛକ ଠାରୁ ଏକ ମଶାଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଜଗତସିଂହପୁର ନଗର ଓ ବ୍ଲକ କଂଗ୍ରେସ ର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ଜ୍ଞାନ ରଞ୍ଜନ ପୃଷ୍ଟି ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ ।
17