ବାଲେଶ୍ୱର, 26/05/2026, ଉତ୍କଳ voice news - utkalvoicenews.com
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଯୁଗ୍ମ ଜନ ଶୁଣାଣି ଶିବିରରେ,ଶ୍ୟାମସୁନ୍ଦର ପୁରପଂଚାୟତ ଜୁରିଆପାଟଣା ଗ୍ରାମର ଉପର ସାହିରେ (ଲୋ -ଭୋଲଟେଜ )ଅଧିକ କେ.ଭି ବିଶିଷ୍ଟ ବିଦ୍ୟୁତ ଟ୍ରାନ୍ସଫର୍ମା ଲଗାଇବା ପାଇଁ,୨୫-୦୫-୨୦୨୬ ରିଖରେ ଅଭିଯୋଗ ହୋଇଥିଲା, ଅଭିଯୋଗ ଗୋଟିଏ ଦିନ ପୂରଣ ହେଉ ହେଉ ଗାଁରେ ପହଂଚିଲେ ବାହାନଗା ବିଦ୍ୟୁତ ବିଭାଗ ର କନିଷ୍ଟ ଯନ୍ତ୍ରୀ ନିହାରରଞ୍ଜନ ଦାଶ,ସମସ୍ତ ସମସ୍ୟା ତଦାରଖ କରି ତୁରନ୍ତ କିପରି ଉକ୍ତ ସାହିକୁ ଅଧିକ କେ.ଭି ବିଶିଷ୍ଟ ଟ୍ରାନ୍ସଫର୍ମା ଓ ଉପୋଭୋକ୍ତା ମାନେ ଲୋ ଭୋଲଟେଜ ରୁ କିପରି ତ୍ରାହି ପାଇବେ,,ସେ ବିଷୟରେ ଉପରସ୍ତ ଅଧିକାରୀ ଙ୍କ ଶହ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଏବଂ ତାଙ୍କ ଶହ କର୍ପୋରେଟର ଅପେରସନ ସର୍ଭିସି ର ସ୍ନିହାଁଶିଶି ଘୋଷ,ଓ ବିଦ୍ୟୁତ କର୍ମଚାରୀ ପ୍ରମ୍ମୁଖ ଉପସ୍ଥିତ ରହିଥିଲେ,,