ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରେଟ୍ରୋଲ ପମ୍ପ ରେ ମିଳୁଛି ଥଣ୍ଡା ପାଣି,,

ବାଲେଶ୍ୱର, 26/05/2026, ଉତ୍କଳ voice news - utkalvoicenews.com
Article Image
ବର୍ତ୍ତମାନ ସାରା ରାଜ୍ୟରେ, ଅସହ୍ୟ ଗରମକୁ,ସତେ ଯେମିତି ସୂର୍ଯ୍ୟ ଦେବତା ଆକାଶ ରୁ ନିଆଁ ପୃଥିବୀପୃଷ୍ଟ କୁ ପକାଉଛନ୍ତି, ଏସବୁ କୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ରିଲାନ୍ସ ଜିଓ ପେଟ୍ରୋଲ ପମ୍ପର ୱନର ତଥା ବିଶିଷ୍ଟ ସମାଜସେବୀ ବିଜୟ କୁମାର ସାହୁ ଜଳ ଦାନ କରି ବେଶ ପ୍ରଶଂସା ର ମୁଖପାତ୍ର ହୋଇ ପାରିଛନ୍ତି,ତାଙ୍କୁ ତାଙ୍କ ପୁଅ ଶ୍ରୀମାନ ସ୍ୱାଧୀନ ଜଳ ଦାନରେ ସହଯୋଗ କରିଥିଲେ,ପ୍ରତେକ ଯାତ୍ରୀବାହୀ ଓ ବାଟୟୀ ଜନ ସାଧାରଣ ମାନଙ୍କୁ ଥଣ୍ଡା ପାଣି ଦାନ କରୁଛନ୍ତି, ଅସହ୍ୟ ତାତି ନ କମିବା ପ୍ରଯ୍ୟନ୍ତ, ଏ ଜଳ ଦାନ ମହା ପୁର୍ଣ୍ୟ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସାଧାରଣ ଶ୍ରୀ ସାହୁ କହିଥିଲେ,,
15