ପୁରୀ , 28/05/2026, ଉତ୍କଳ voice news - utkalvoicenews.comହଁ ଆଜ୍ଞା ଆମେ କହିବାକୁ ଚାହୁଁଛୁ ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକରେ ପ୍ରତିବର୍ଷ ଡାକ୍ତରୀ ଏବଂ ଇଞ୍ଜିନିଅର ଛାତ୍ରଛାତ୍ରୀ ସୃଷ୍ଟି କରିବାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପ୍ଲାନ୍ସ ଟିଉଟୋରିଆଲ l
କିନ୍ତୁ ଏହି ଶିକ୍ଷାନୁଷ୍ଠାନ ଟି ପ୍ରତିବର୍ଷ ଡାକ୍ତରୀ ଛାତ୍ର ଏବଂ ଇଞ୍ଜିନିଅର ଛାତ୍ର ସୃଷ୍ଟି କରୁଥିବାବେଳେ ପୁରୀଜିଲ୍ଲା ର ପ୍ରତିଟି ପରିବାର ରେ ପରିଚିତ ହୋଇ ଘରେଘରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଚଳିତବର୍ଷ +୨ବିଜ୍ଞାନ ପରୀକ୍ଷାରେ ବ୍ରହ୍ମଗିରି ବ୍ଲକ ଟପ୍ପର ସିଲା ମୁଦୁଲି ୫୮୦ ନମ୍ବର ରଖି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କେବଳ ନିଜର ପରିଶ୍ରମ ଏବଂ ପ୍ଲାନ୍ସ ଟିଉଟୋରିଆଲ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କ ପାଇଁ l ଏଠାରେ ସିଲୁ ମୁଦୁଲି ଙ୍କ ମାମୁଁ ଭାଣେଜୀର ସଫଳତା ପାଇଁ ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ଲାନ୍ସ ଟିଉଟୋରିଆଲ ର ଅଧକ୍ଷା ଗୀତାରାଣୀ ବରାଳ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ହଷ୍ଟେଲ ରେ ସମସ୍ତ କର୍ମଚାରୀ ମାନଙ୍କୁ l MBBS ଏବଂ ଇଞ୍ଜିନିଅର ଛାତ୍ରଛାତ୍ରୀଙ୍କ ପାଇଁ ପୁରୀଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ପ୍ଲାନ୍ସ ଟିଉଟୋରିଆଲ l