ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୁଷୋତ୍ତମପୁର ବ୍ଲକରେ30 ଜଣ ନୂତନ ହିତାଧିକାରୀ ଙ୍କୁ ବଣ୍ଟା ଗଲା ବାର୍ଦ୍ଧକ୍ୟ ଭତ୍ତା |

ଗଞ୍ଜାମ, 30/05/2026, ଉତ୍କଳ voice news - utkalvoicenews.com
Article Image
ପୁରୁଷୋତ୍ତମପୁର ବ୍ଳକ ଅଧକ୍ଷଙ୍କ ପ୍ରକୋଷ୍ଟ ରେ ଆଜି ନୂତନ 30 ଜଣ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତା ଟଙ୍କା ଅଧକ୍ଷା ପିଙ୍କି ବେହେରା ଙ୍କ ଉପସ୍ଥିତିସହିତ ସମାଜସେବୀ ତଥା ଯୁବନେତା ନିର୍ମଳ ଚନ୍ଦ୍ର ସାହୁ ଙ୍କ କରକମଳ ରେ ଭତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ରେମୋଟ 30ଜଣଙ୍କୁ ଭତା ଟଙ୍କା ପ୍ରଦାନ କରାଗଲା. ବାକି ରହିଥିବା ବ୍ୟକ୍ତି ମାନଙ୍କୁ ଆଗାମୀ ମାସରେ ଭତା ଦେବାକୁ ଅଧକ୍ଷା କହିଛନ୍ତି | ଆଜିର ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ରେବିଧାୟକ ପ୍ରତିନିଧି କୋରାନାଥସ୍ୱାଇଁ, ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ପୂର୍ବତନ ସରପଞ୍ଚ ରବି ବେହେରା, ପୂର୍ବତନ ଜିପିଓ ମୀନ କେତନ ବେହେରା, ଭତା ବିଭାଗ ସୁପର ଭାଇଜର ଈ ଜୟଶ୍ରୀ ଦୋରା, ତାପସ ବେହେରା, ଅନ୍ୟ ସରପଞ୍ଚ ଙ୍କ ସହ ବହୁ ହିତାଧିକାରୀ ଉପସ୍ଥିତ ଥିଲେ |
3