ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ୟାସ ଫାଉଂଡେସନ ଦ୍ୱାରା ମାନସିକ ବିକାର ଗ୍ରସ୍ତ ମହିଳା ପୁରୁଷ ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ନିଆ ଯାଇଛି

ପାରାଦ୍ୱୀପ , 01/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପାରାଦ୍ୱୀପ ରେ ଥିବା ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ବ୍ୟାସ ଫାଉଂଡେସନ ତରଫରୁ 5 ଜଣ ମାନସିକ ବିକାର ଗ୍ରସ୍ତ ମହିଳା ପୁରୁଷ ଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଇବା ନିମନ୍ତେ ନିଆଯାଇ ଅଛି. ଏହି କାର୍ଯ୍ୟକ୍ରମରେ ବ୍ୟାସ ଫାଉଂଡେସନ ର ସଭାନେତ୍ରୀ ସ୍ନେହମୟୀ ଆଚାରୀୟ ଙ୍କ ସମେତ ତାଙ୍କ ସହଯୋଗୀ ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଛି. ଏହି ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ପାରାଦ୍ୱୀପ ସ୍ଥିତ ଷଣ୍ଢକୁଦ ଠାରୁ ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ ର ସମ୍ପାଦିକା ପ୍ରୀତିରେଖା ନାୟକ ଦୁଇ ଜଣ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିଙ୍କୁ ବ୍ୟାସ ଫାଉଂଡେସନ କୁ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି. ବ୍ୟାସ ଫାଉଂଡେସନ ର ଏଭଳି କାର୍ଯ୍ୟକୁ ସବୁ ମହଲରୁ ସ୍ୱାଗତ କରାଯାଇଛି. ପାରାଦ୍ୱୀପ ରୂ ଆଶିଷ ପରିଡା ଙ୍କ ରିପୋର୍ଟ ଏକ୍ସପ୍ରେସ ଓଡିଶା.
3