ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ଏରସମା, 05/06/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡବିଶୁନ୍ ଠାରେ ଆମ ଆଦମୀ ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀ ରେ ଆମ ଆଦମୀ ପାର୍ଟି ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ନେତା ବରଦା ପ୍ରସନ୍ନ ସାହୁ, ଆମ ଆଦମୀ ପାର୍ଟି ର ଏରସମା ବ୍ଲକ ସଭାପତି ସମ୍ବିତ କୁମାର ନାୟକ , ଦୁଇ ନମ୍ୱର ଜୋନ ଆମ ଆଦମୀ ପାର୍ଟି ର ସଭାପତି ଜିତୁ ସ୍ୱାଇଁ ଉପସ୍ଥିତି ଥିଲେ।ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କେମିତି ରଣ କୌଶଳ କରାଯିବ କିପରି ଯୁବକ ,ମହିଳା, ଛାତ୍ର ମାନଙ୍କୁ ନିଜ ପାର୍ଟି ରେ ସାମିଲ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।ଆମ ଆଦମୀ ପାର୍ଟି ସରକାରକୁ ଆସିଲେ ସର୍ବପ୍ରଥମେ ଶିକ୍ଷା, ସ୍ବାସ୍ଥ୍ୟ,ବିଜୁଳି, ପାଣି, ଓ ରୋଜଗାର ଯୋଗାଇଦେବା କଥାସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଥିଲେ।
5