ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୧୧ କେଭି ଇଲେକ୍ଟ୍ରି ତାର ଲାଗି ଯୁବକ ର ମୃତ୍ୟୁ l

ତିର୍ତ୍ତୋଲ, 05/06/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଇବ୍ରିଶିଂ ପଞ୍ଚାୟତ ଅଲଣା ଗ୍ରାମ ର ଜଣେ ଯୁବକ ଯାହାଙ୍କ ନାମ ସୋମନାଥ ଦାସ ,ପିତା - ସଦାନନ୍ଦ ଦାସ ବୟସ 22,ବେଉଁଳ ବରଗଛ ରେ କେବୁଲ କାମ କରୁଥିବା ବେଳେ ଏଗାର କେଭି ଇଲେକ୍ଟ୍ରି ତାର ପଛପଟେ ବେକରେ ଲାଗି ଯାଇଥିବା ବେଳେ ଗୁରୁତର ଆହତ ହୋଇ ନିକଟସ୍ଥ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ।ତିର୍ତ୍ତୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡେଡ ବଡି କୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲେ l
5