ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କର୍କଟରୋଗରେ ପୀଡିତଙ୍କ ମୃତ୍ୟୁ।

ବାଲେଶ୍ୱର‌‌ / ନୀଳଗିରି, 06/06/2026, ଉତ୍କଳ voice news - utkalvoicenews.comତା - ୫/୬ :
Article Image
ଔପଦା ବ୍ଲକ କାଣ୍ଡଗରଡି ପଂଚାୟତ ବଉଳଗଡିଆ ଗ୍ରାମରେ ଦୈତାରୀ ପ୍ରଧାନ ( ୬୭)ସେ ଦୀର୍ଘ ଛଅମାସ ରୁ ଉର୍ଦ୍ଧ ସମୟ ଧରି ପେଟ ରେ କର୍କଟ ରୋଗରେ ପୀଡିତ ହୋଇଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ୪ଟା ସମୟ ରେତାଙ୍କ ବାସଭବନ ରେ ମୃତ୍ୟୁ ହୋଇଛି। ସେ ଜଣେ ଭାରତୀୟ ଜନତା ପାର୍ଟି ରେ ସକ୍ରିୟ ସଦସ୍ୟ ତଥା ବୁଥ୍ ସଭାପତି ଥିଲେ।ତାଙ୍କ ବିୟୋଗରେ ପରିବାର ଓ ଅଂଚଳ ରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ତାଙ୍କ ଶେଷ ଦର୍ଶନ ପାଇଁ ଶହବହୁ ବୁଦ୍ଧିଜୀବୀ, ରାଜନେତା ଓ କାଣ୍ଡଗରଡ଼ି ସରପଞ୍ଚ ରାଜେନ୍ଦ୍ର ରାଉତ ତାଙ୍କ ବାସଭବନ ରେ ପହଂଚି ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
3