ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା, ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷା କରେ ନାହିଁ, ଆବଶ୍ୟକ ସମୟରେ ଜୀବନ ମଧ୍ୟ ବଞ୍ଚାଏ

ଏରସମା, 12/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଏରସମା ଥାନାର ସବ୍-ଇନ୍ସପେକ୍ଟର ବିଶ୍ୱଜିତ୍ ଗଡ଼ନାୟକ। ତାଙ୍କର ଏହି ମାନବିକତା, ତତ୍ପରତା ଓ ସେବାଭାବ ପାଇଁ ଏରସମାର ବରିଷ୍ଠ ନାଗରିକମାନେ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି। କର୍ତ୍ତବ୍ୟରୁ ଫେରୁଥିବା ବେଳେ ହାର୍ଟ ଆଟାକରେ ଜୀବନ ସହ ସଂଘର୍ଷ କରୁଥିବା ଜଣେ ଯୁବକଙ୍କୁ ଦେଖି ତୁରନ୍ତ CPR ପ୍ରଦାନ କରି ହସ୍ପିଟାଲରେ ପହଞ୍ଚାଇ ତାଙ୍କ ଜୀବନ ବଞ୍ଚାଇଲେ ଏରସମା ଥାନାର ସବ୍-ଇନ୍ସପେକ୍ଟର ବିଶ୍ୱଜିତ୍ ଗଡ଼ନାୟକ। ମାନବିକତା ହିଁ ସର୍ବୋଚ୍ଚ ପରିଚୟ।
4