ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଯୁକ୍ତ ତିନି କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଜଗତସିଂହପୁର, 13/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) ତା - 12/06/26 :
Article Image
ଜଗତସିଂହପୁର ସହର କକେଜଛକ ନିକଟରେ ଥିବା ଅଗ୍ରଣୀ କୋଚିଂ ସେଣ୍ଟର ଗାୟତ୍ରୀ ଏଜୁକେସନ ପଏଣ୍ଟ ପକ୍ଷରୁ ଯୁକ୍ତ ତିନି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କୃତୀ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନିର୍ଦ୍ଦେଶିକ ଶାଶ୍ବତୀ ଶୁଭଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଆଶୁତୋଷ ମହାପାତ୍ର, ରାଜେନ୍ଦ୍ର ବାରିକ, କୁମାର ରୁଦ୍ର, ଆଶୁତୋଷ ଭୂଇଁ।, ସୋନାଲି ସ୍ବାଇଁ, ମାନସ୍ମିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ଗାୟତ୍ରୀ ଏଜୁକେସନ ପଏଣ୍ଟ ରେ ଶିକ୍ଷା ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବା ସହିତ ଶତପ୍ରତିଶତ ରେଜଲ୍ଟ ହୋଇଛି । ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ବେଶ ଖୁସିଥିବା ସହିତ ଆଗମୀ ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁ ହେଉଥିବା କହିଛନ୍ତି ।
Article Image
Article Image
5