ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଷ୍ଟ୍ରପତି ପୁରସ୍କୃତ ପାଲା ଗୟାକ ଜଗନ୍ନାଥ ବେହେରାଙ୍କ ଆରୋଗ୍ୟ କାମନା କରି ଦୀପ ଦାନ।

ଏରସମା, 15/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମାବ୍ଲକ ର ପଲ୍ଲୀକଣ୍ଟା ପଂଚାୟତ କଟିଜଙ୍ଗ। ର ଗାୟକ ଶେଖର ଜଗନ୍ନାଥ ବେହେରା ଗୁରୁତ୍ୱ ଅସୁସ୍ଥ ହୋଇ କଟକ ବଡମେଡିକାଲ ରେ ଆୟୁଷ ରେ ଅଛନ୍ତି। ସୃଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ ଓ ପୂଜ୍ୟ ପୂଜା ସଂସଦ ଏରସମା ଅଧକ୍ଷ ଯଯାତି କେଶରୀ ସାମନ୍ତରାୟ ଙ୍କ ତତ୍ୱ। ଅବଧାନ ରେ ତିତ୍ରୋଲ ବ୍ଲକ ଶିଳନ୍ଦୀ ଗ୍ରାମ ରେ ଶ୍ରୀଯୁକ୍ତ ବେହେରା ଙ୍କର ଆରୋଗ୍ୟ କାମନା କରି ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କୁ ଦୀପ ଦାନ କରାଯ।ଇଥିଲ।ଏହି ଦୀପ ଦାନ କାଯ୍ୟକ୍ରମ ରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ଗବେଷକ ମହେନ୍ଦ୍ର ଆଚ।ଯ୍ୟ , ପଣ୍ଡିତ ନାଗୁଚରଣ ଦେବତା, ମହେଶ୍ୱର ସ୍ୱାଇଁ, କୈଳାଶ ପ୍ରାଧନ, ଅରୂପାନନ୍ଦ ସ୍ୱାଇଁ,ହେମନ୍ତ କୁମାର ନାୟକ, ପ୍ରେମ ଚରଣ ରାଉତ, ପଶୁରାମ ଖଣ୍ଡୁଆଳ , ସଂଗ୍ରାମ କେଶରୀ ସ୍ୱାଇଁ,ଲୋକନାଥ ବଡ଼ପଣ୍ଡା ସମେତ ବହୁ ସାରସ୍ୱତ ସାଧକ, ବିଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ପ୍ରମୁଖ ଯୋଗ ଦେଇଥିଲେ।
6