ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ୬ଷ୍ଟ ସଂଧ୍ୟା l ମେଲୋଡ଼ି ନାଚ ଗୀତରେ ଦର୍ଶକ ମାନେ ବିମୋହିତ l

ପାରାଦୀପ ଗଡ, 15/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା: ୧୫.୦୬.୨୦୨୬ ରିଖ:
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ୫ମ ବାର୍ଷିକ ରଜ ମହୋତ୍ସବ ର ୬ଷ୍ଟ ସଂଧ୍ୟାରେ ରେ ଆୟୋଜିତ ସାଂସ୍କୃତିକ ସଭାରେ ରଜ ମହୋତ୍ସବ କମିଟି ର ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଙ୍କ ସଭାପତିତ୍ବ କରିଥିବା ବେଳେ l ମୁଖ୍ୟ ଅତିଥି
Article Image
ଭାବେ ପ୍ରାକ୍ତନ ଜଗତସିଂହପୁର ସାଂସଦ ଡାକ୍ତର କୁଳମଣି ସାମଲ, ମୁଖ୍ୟ ବକ୍ତା ଭାବେ ସରଣାବିନ୍ଦ ଓଝା, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦାମୋଦର ସ୍ୱାଇଁ, ନିଳାଦ୍ରୀ ବିହାରୀ ମହାନ୍ତି, ବିଶ୍ୱଜିତ୍ ପଣ୍ଡା, ସୂର୍ଯ୍ୟକାନ୍ତ ବେହେରା, ରାଜେଶ ମହାନ୍ତି ପ୍ରମୁଖ ଯୋଗଦେଇ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ରଜ ମହୋତ୍ସବ ରାଜ୍ୟର ସର୍ବ ବୃହତ୍ତମ ରଜ ମହୋତ୍ସବ ବୋଲି ଅଭିହିତ କରିଥିଲେ l ଏପରି ସୁନ୍ଦର
Article Image
ଆୟୋଜନ ପାଇଁ ବକ୍ତା ମାନେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ପ୍ରଶଂସା କରିଥିଲେ l ୬ଷ୍ଟ ସଂନ୍ଧ୍ୟାରେ ଭୁବନେଶ୍ୱର ର କାଜଲ ଇଭେଣ୍ଟ ଲାଇଭ ବ୍ୟାଣ୍ଡ ଓ ଗୀତ୍ ସଙ୍ଗୀତ ମେଲୋଡି ଗ୍ରୁପ୍ ର କଳାକାର ମାନେ ଦର୍ଶକ ମାନଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଜ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ଚନ୍ଦ୍ର ଶେଖର ଚୌଧୁରୀ, ଜୟନ୍ତ ସେନାପତି, ସଂଗ୍ରାମ ବେହେରା, ମନୋଜ ରାଉତ, ଅନନ୍ତ ବିଶ୍ବାଳ, ଅଲେଖ ମହାରଥା, ରାଜେନ୍ଦ୍ର ବେହେରା,ବିଚିତ୍ର ପ୍ରଧାନ, ରଞ୍ଜନ ସାମଲ, ଉଲ୍ଲାସ ମହାରଥା, ଜୀବନ ବେହେରା, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାତ ସାହୁ, ରମେଶ ବେହେରା, ଦୀପକ ପଣ୍ଡା, ସୂର୍ଯ୍ୟକାନ୍ତ ବେହେରା, ଗୋଲାପ ରାଣୀ ସାହୁ, ଧର୍ମପଦ ସାହୁ,ଚନ୍ଦନ ନାୟକ ସୁଭସ୍ମିତା ମଙ୍ଗରାଜ ପ୍ରମୁଖ କାର୍ଯକ୍ରମ କୁ ପରିଚାଳନା କରିଥିଲେ l
Article Image
6