ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା ମଙ୍ଗଳା ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ

ରାହାମା, 15/02/2025, ଉତ୍କଳ voice news - utkalvoicenews.comମା ମଙ୍ଗଳାଙ୍କ ମନ୍ଦିର୧୯୯୬ ମସିହା ମନ୍ଦିର ସ୍ଥାପନା କରାଯାଇଥିଲା।
Article Image
ମା ଅବହେଳିତ ଅବସ୍ଥା ରେ ପୂଜା ପାଉଥିଲେ ଦୀର୍ଘ ୨୯ବର୍ଷ ଵେବଧାନ ପୁନର୍ବାର ଭକ୍ତ ମାନେ ମାଙ୍କ ନିର୍ଦେଶ ଏକ ନୂତନ ମନ୍ଦିର ସ୍ଥାପନା କଲେ ଉକ୍ତ ମନ୍ଦିର କୁ ପୁନର୍ବାର ବହୁଆଡମ୍ବରରେ ଭକ୍ତ ମାନେ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ୧୦୮ ମହିଳା କଳସ ଯାତ୍ରା ରେ ଭାଗ ନେଲେ ମହାନଦୀ ର ପୁର୍ଣ୍ୟ ନଦୀ ଜଳରେ ମାଙ୍କୁ ଆବାହନ କରି ସ୍ଥାପନା କଲେ। ୧୫ତାରିଖ କଳସ ଶୋଭାଯାତ୍ରା, ଦେବତାଧୀବାସ ୧୬ତାରିଖ ସୂର୍ଯ୍ୟପୂଜା, ଗୋପୁଜା, ପଞ୍ଚକର୍ମ, ମଣ୍ଡଳ ପୂଜନ, ଦେବତା ସ୍ନାନ, ଅଗ୍ନି ସ୍ଥାପନା, ଦେବତା ଶୟନ,। ୧୭ତାରିଖ ମା ମଙ୍ଗଳା ଜୀବ ନ୍ୟାସ, ଷୋଡଶପଚାର, ଚଣ୍ଡୀଯଜ୍ଞ ଓ ପୂର୍ଣ୍ଣାହୂତି ମହା ସମହୋରରେ ଅନୁଷ୍ଠିତ ହେବ। ମୁଖ୍ୟପୂଜକ କିଶୋର ମିଶ୍ର ଓ ଅନାନ୍ୟ ବିଦ୍ୟାନି ପଣ୍ଡିତ ମାନେ ଉପସ୍ଥିତ ରହି ଯଜ୍ଞ ଙ୍କୁ ପରିଚାଳନା କରିବେ।କର୍ତ୍ତା ପ୍ରଶାନ୍ତ କୁମାର ସାହୁ ସହ ଧର୍ମିଣୀ ମାମିନା ସାହୁ ଓ ମା ମଙ୍ଗଳା ପରିବାର ସମସ୍ତ କର୍ମକର୍ତ୍ତା ଯୋଗ ଦାନ କରିବା ସହିତ ଭକ୍ତ ମାନେ ବିଭୁକୃପା ଲାଭ କରିବେ ଏହି ଉତ୍ସବ ରେ ମା ମଙ୍ଗଳା କମିଟି ସଭାପତି ଜଟାଧାରୀ ସାହୁ, ସମ୍ପାଦକ ପ୍ରଶାନ୍ତ ସାହୁ, କୋଷାଧକ୍ଷ କିଶୋର କୁମାର ଦାଶ, ବରିଷ୍ଠ ଉପଦେଷ୍ଟା ଭ୍ରମରବର ବେହେରା, ସରସ୍ବତୀ ଦାଶ, ଶୈଳବାଳା ନାୟକ, ଉପସ୍ଥିତ ରହି କାର୍ଯ୍ୟସମ୍ପାଦନ କରିଥିଲେ
1