ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଜ ଉପଲକ୍ଷେ ମହାନ୍ତି ପରିବାର ପକ୍ଷରୁ ବନ୍ଧୁମିଳନ

ଏରସମା, 18/06/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଚନ୍ଦ୍ରଘଟି ଗ୍ରାମର ବିଚିତ୍ର ମହାନ୍ତିଙ୍କ ପରିବାର ତରଫରୁ ନିଆରା ଢଙ୍ଗରେ ବନ୍ଧୁମିଳନର ଆୟୋଜନ କରାଯାଇଛି। ରଜ ଉପଲକ୍ଷେ ମହାନ୍ତି ପରିବାରର ୮୧ଜଣ ସଦସ୍ୟ ବୃନ୍ଦ ସମସ୍ତେ ଏକାଠି ହୋଇ ଭାଇଚାର ବଜାୟ ରଖିବା ସହିତ କେକ୍ କାଟି ବନ୍ଧୁମିଳନ ପାଳନ କରିଥିଲେ।
12