କୁଜଙ୍ଗ , 23/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ କୁଜଙ୍ଗ ନଗର ତରଫରୁ ଆଜି କୁଜଙ୍ଗ ମହାବିଦ୍ୟାଳୟରେ +୩ ପ୍ରଥମ ପର୍ଯ୍ୟାୟ ଆଡ୍ମିଶନ ନିମନ୍ତେ ହେଲ୍ପଡିସ୍ ପକାଯାଇଛି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଛାତ୍ର ନେତାଏବିପିର ଜଗତସିଂହପୁର ଜିଲ୍ଲା ସଂଯୋଜକ ରାଜ୍ୟ ଏସଏଫଡି ଶ ସଂଯୋଜକ ଛାତ୍ର ନେତା ସତ୍ୟ ପ୍ରକାଶ ମହାନ୍ତି ସମାଜସେବୀ ଚନ୍ଦ୍ରକାନ୍ତି ପଲାଇ ଓ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆୟୁଷ୍ ଆରବି ତାପସ ଅବିନାଶ ଛାତ୍ର ଛାତ୍ରୀମାନଙ୍କୁ ସହଯୋଗ କରିଥିଲେ ଏବଂ ଛାତ୍ର ନେତା ସତ୍ୟପ୍ରକାଶ ମହାନ୍ତି କହିଛନ୍ତି ଯେ ବିଦ୍ୟାର୍ଥୀ ପରିଷଦ ସଦସ୍ୟ ସର୍ବଦା ଛାତ୍ର ଛାତ୍ରୀମାନଙ୍କ ସହ ଥିଲେ ଏବଂ ବିଦ୍ୟାର୍ଥୀ ପରିଷଦ ଛାତ୍ର ଛାତ୍ରୀମାନଙ୍କୁ ସହଯୋଗ କରିଅସୁଥିବ ବିଭିନ୍ନ କାର୍ଯ୍ୟରେଏହି ଅବସରରେ ଛାତ୍ର ନେତା ସତ୍ୟପ୍ରକାଶ ମହାନ୍ତି କହିଥିଲେ ଯେ, ବିଦ୍ୟାର୍ଥୀ ପରିଷଦ ସଦାସର୍ବଦା ଛାତ୍ରଛାତ୍ରୀମାନଙ୍କ ସହ ରହିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଶିକ୍ଷା, ସାମାଜିକ ଓ ଛାତ୍ର କଲ୍ୟାଣମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ସହଯୋଗ କରିଚାଲିବ। ABVP ସର୍ବଦା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ କାର୍ଯ୍ୟ କରିଆସୁଛି।