ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁଯୁବଛାତ୍ର ଜନତା ଦଳ ପକ୍ଷରୁ ଏକ ହେଲ୍ପଡେସ୍କ ର ଉଦ୍ଘାଟନ

ଜଗତସିଂହପୁର, 23/06/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
Article Image
ଏହି ହେଲ୍ପ ଡେସ୍କ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ +3 ନାମଲେଖା ସମ୍ବନ୍ଧୀୟ ବିଭିନ୍ନ ସୂଚନା, ଆବେଦନ ପ୍ରକ୍ରିୟା ଏବଂ ଆବଶ୍ୟକ ସହଯୋଗ ପାଇପାରିବେ। ଛାତ୍ର ସମାଜର ସ୍ୱାର୍ଥ ଓ ସେବାକୁ ସର୍ବଦା ପ୍ରାଧାନ୍ୟ ଦେଇ ବିଜୁ ଯୁବଛାତ୍ରଜନତା ଦଳ କାର୍ଯ୍ୟ କରିଆସିଛି ଏବଂ ଆଗାମୀ ଦିନରେ ମଧ୍ୟ ଏହିପରି ଜନସେବାମୂଳକ କାର୍ଯ୍ୟ ଜାରି ରହିବ ବୋଲି ବିଜୁ ଯୁବ ଛାତ୍ର ନେତା ମାନେ କହିଛନ୍ତି..ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିକ, ପୂର୍ବତନ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସମିତ ଲେଙ୍କା, ରାଜ୍ୟ ସାଧାରଣ ସମ୍ପାଦକ ରୁଦ୍ର ଆଚାର୍ଯ୍ୟ, ଛାତ୍ର ନେତା ଅମନ ମହାପାତ୍ର,ଛାତ୍ର ନେତା ଶୁଭ୍ରକାନ୍ତ ଜେନା, ଅବନୀକାନ୍ତ ଦାଶ, ସୌଭାଗ୍ୟ ଦାଶ, ରାଜେଶ ମିଶ୍ର, ଅସିତ ମହାପାତ୍ର, ସୁନୁ ଲେଙ୍କା, ଓମ ପଣ୍ଡା, ପାପୁନ ଜେନା, ଶ୍ରୀତମ ବେହେରା, ଏସକେ ଜାହିର, ନିର୍ଲିପ୍ତ ବେହେରା, ସୋସିଆଲ ମେଡ଼ିଆ ସଂଯୋଜକ ଲୋକନାଥ ସ୍ୱାଇଁ, ଯୁବ ନେତା ଇଲୁ ବେହେରା,ଦିବ୍ୟାଦର୍ଶନ, ସୂର୍ଯ୍ୟକାନ୍ତ, ଓମ ପରମେଶ, ସ୍ୱାଭିମାନ, ଅମାନ, ପ୍ରୟାସ, ପବିତ୍ର ସହ ଅନେକ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କୁ ପାଣି ବୋଟଲ ବଣ୍ଟନ କରିଥିଲେ..
4