ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୀଳାଚଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭା ପକ୍ଷରୁ ବକୁଳ ବୃକ୍ଷ ରୋପଣ l

ପୁରୀ , 25/06/2026, ଉତ୍କଳ voice news - utkalvoicenews.com
Article Image
ଗତକାଲି ସନ୍ଧ୍ୟାରେ ଲୋକନାଥ ରୋଡ଼ ଛପନ ଛକଠାରେ ଥିବା ନୀଳାଚଳ କ୍ଷତ୍ରୀୟ ଖଣ୍ଡାୟତ ମହାସଭା, ନବଦେଶ, ଛପନଦେଶ ପୁରୀଜିଲ୍ଲା ସଭାପତି ଶ୍ରୀଧର ଜେନାଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପ୍ରକୃତିବନ୍ଧୁ ପ୍ରଦୀପ ଦଳେଇ ଯୋଗଦାନ କରି ବକୁଳ ବୃକ୍ଷ ରୋପଣ କରିଥିଲେ l ମହାପ୍ରଭୁଙ୍କ ଚନ୍ଦନଯାତ୍ରାରେ ବଉଳଫୁଲର ମାଳ ଭକ୍ତମାନଙ୍କୁ ଆକୃଷ୍ଟ କରିଥାଏ l କିନ୍ତୁ ଆଉ ବଉଳଫୁଲ ମାଳ ଦେଖିବାକୁ ମିଳୁନି l ତେଣୁ ପରମ୍ପରା ବଞ୍ଚେଇ ରଖିବାପାଇଁ ବକୂଳ ବୃକ୍ଷ ରୋପଣ କରିଲୁ ବୋଲି ଅନୁଷ୍ଠାନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି l
5