ପାରାଦ୍ୱୀପ ଗଡ଼, 27/06/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଗତ ଜୁନ ମାସ 17ରୁ 22ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଇଣ୍ଡୋର ଠାରେ ଚାଲିଥିବା ଜାତୀୟ ସବ ଜୁନିଅର ୱାକୋ କିକ ବକ୍ସିଂ ପ୍ରତିଯୋଗିତା ରେ 29ରାଜ୍ୟ ଏବଂ 8 କେନ୍ଦ୍ରଶାସିତ ପ୍ରଦେଶ ରୁ 1300 ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ.
ଓଡିଶା ଏବଂ ଜଗତସିଂହପୁର ଜିଲ୍ଲା ର ଖେଳାଳି ମାନେ ଜାତୀୟ କୋଚ ଅମର ଜୋତି ରାଉତ ଙ୍କ ନେତୃତ୍ୱ ରେ ଜାତୀୟ ପ୍ରତିଯୋଗିତା ପାଇଁ ଗ୍ରସ୍ତ କରିଥିଲେ।ସେ ମଧ୍ୟରୁ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ ର ଈଶାନ ମହାନ୍ତି ବ୍ରୋଂଜ଼ ପଦକ ହାସଲ କରି ନିଜ ଜିଲ୍ଲା ତଥା ରାଜ୍ୟ ର ଗୌରବ ବଢ଼ାଇ ଛନ୍ତି।ଓଡିଶା ୱାକୋ କିକ ବକ୍ସିଂ ସଭାପତି କାର୍ତିକ ଡାକୁଆ ଏବଂ ସମ୍ପାଦକ ବିଚିତ୍ର ନାରାୟଣ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ଖେଳାଳି ମାନେ ଉତ୍ତମ ପ୍ରଦର୍ଶନ କରିଥିଲେ.
ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ଜିଲ୍ଲା କିକ ବକ୍ସିଂ ଉପସଭାପତି ଗଗନ ବିହାରୀ ରାଉତ, ଆଇନ ପରାମର୍ଶଦାତା ସଞ୍ଜୟ କୁମାର ବେହରା ଏବଂ ସରପଞ୍ଚ ସସ୍ମିତା ବେହରା ପିଲା ମାନଙ୍କୁ ସମସ୍ତ ସହଯୋଗ କରି ଥିଲେ. ପ୍ରଶାସନ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ତରଫ ରୁ ସହଯୋଗ ମିଳିଲେ ଆଗାମୀ ଦିନ ରେ ଜଗତସିଂହପୁର ଜିଲ୍ଲା ର କ୍ରୀଡ଼ାବିତ ମାନେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି ଆସା