ପୁରୀ, 30/06/2026, ଉତ୍କଳ voice news - utkalvoicenews.comପବିତ୍ର ସ୍ନାନପୂଣ୍ଣିମାରେ ପୁରୀ ହସ୍ପିଟାଲିଟି ଓ ଶାମୁକା ହୋଟେଲ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ମାଗଣା ରେ ଖାଦ୍ୟ ଏବଂ ପାନୀୟ ଜଳ ବଣ୍ଟନ କରାଯାଇଛି l ଅନୁଷ୍ଠାନ ର ସଭାପତି ଙ୍କ ସଭାପତିତ୍ୱ ରେ ବଡଦାଣ୍ଡ ସ୍ଥିତ ବଗଲା ଧର୍ମଶାଳା ଠାରେ ସକାଳୁ ଉପମା, ମଟର ଏବଂ ଦ୍ବିପହର ରେ ଅନ୍ନ, ଡାଲମା, ବେଶର, ଖଟା ଏବଂ ସନ୍ଧ୍ୟା ସମୟରେ ଉପମା ଡାଲମା ସହିତ ପାନୀୟ ଜଳ ବଣ୍ଟନ କରାଯାଇଛି l ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ, ପର୍ଯ୍ୟଟକ ଅତି ଆନନ୍ଦରେ ପେଟପୁରା ଖାଦ୍ୟ ଖାଇ ଖୁସିରେ ଯାଇଛନ୍ତି l