ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀଅଲାରନାଥ ଙ୍କ ପୀଠରେ ଗାନ୍ଧିଜୀ ସାମାଜିକ ଅନୁଷ୍ଠାନ ଟ୍ରଷ୍ଟ,ପୁରୀ ପକ୍ଷରୁ ସର୍ବତ ବଣ୍ଟନ l

ପୁରୀ , 14/07/2026, ଉତ୍କଳ voice news - utkalvoicenews.com
Article Image
ଗତକାଲି ଅନବସର ଶେଷ ଦିନରେ ଶ୍ରୀଅଲାରନାଥଙ୍କ ପୀଠରେ ଗାନ୍ଧିଜୀ ଅନୁଷ୍ଠାନ ଟ୍ରଷ୍ଟ, ପୁରୀ ପକ୍ଷରୁ ପୁଦିନା ପାଣି ଏବଂ ଦହି ସର୍ବତ ୫୦୦୦ ରୁ ଉର୍ଦ୍ଧ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ପ୍ରସନ୍ନ କୁମାର ଲେଙ୍କାଙ୍କ ଅଧକ୍ଷତାରେ ସମ୍ପାଦିକା ସସ୍ମିତା ଶତପଥୀ, ମଧୁସ୍ମିତା ସାହୁ, ରିଙ୍କି ବାରିଜ, ଆରାଧନା ପଣ୍ଡା, ଆଲୋକ ଦାସ, ବେବିଲାଲ ମିଶ୍ର, ଝାନ୍ସୀ ମିଶ୍ର, ସଂଯୁକ୍ତା ବେହେରା, ମଧୁସ୍ମିତା ମହାନ୍ତି, ସୂଚିତ୍ରା ବାରିକ, ଦେବଶ୍ରୀ ପ୍ରଧାନ, ନବୀନା ରାଓ ଓ ସନ୍ତୋଷ ରାଓଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
26