ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

24 ତାରିଖ ରୁ ଜଗତସିଂହପୁର ସ୍ଥିତ ଶିରିଡି ସାଇବାବାଙ୍କ 13 ତମ ବାର୍ଷିକ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର, 21/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) ତା -20/07/26 :
Article Image
ଜଗତସିଂହପୁର ସହର ଗୋପାଳ ସାଗର ସ୍ଥିତ ଶ୍ରୀ ଶ୍ରୀ ଶିରିଡି ସାଇବାବାଙ୍କ ୧୩ ତମ ବାର୍ଷିକ ଉତ୍ସବ ଆସନ୍ତା ୨୪ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଇ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ସାଇ ଟ୍ରଷ୍ଟ ର ସଭାପତି ହେମନ୍ତ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ରାଜେନ୍ଦ୍ର କୁମାର ଲେଙ୍କା, ସଭ୍ୟ ସାରଦା ଦାସ, ମମତାମୟୀ ଲେଙ୍କା, ଦିଲ୍ଲୀପ କୁମାର ବେହେରା, ଆଇନଜୀବୀ ଦୋଳଗୋବିନ୍ଦ ଦାଶ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ହେଇଥିଲେ । ତେବେ ଚଳିତ ବର୍ଷ ୬ ଦିନ ବ୍ୟାପି ବାବାଙ୍କ ବାର୍ଷିକ ଉତ୍ସବ ମହାଆଡମ୍ବର ପାଳନ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି ।
Article Image
8