ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମନମୋହନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଜେପି ନେତା ନୃସିଂହ ସାହୁ

ଏରସମା, 26/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ତାଳଦଣ୍ଡା ଜଗନ୍ନାଥ ମିଶନର ସୁନାବେଶର କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଆସିଥିବା ସମୟରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ଚରଣ ସାହୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଛନ୍ତି।ସେ କହିଛନ୍ତି ଯେ ଶ୍ରୀଯୁକ୍ତ ସଖମଲଙ୍କ ଦୀର୍ଘ ରାଜନୈତିକ ଅଭିଜ୍ଞତା ବିଜେପି ସଂଗଠନକୁ ଆହୁରି ମଜବୁତ କରିବାରେ ବେଶ୍ ସହାୟକ ହେବ।ଏକ ନୂତନ ଆଶା ଓ ବିଶ୍ୱାସ ସେ ରାଜ୍ୟସଭା ସାଂସଦ ହୋଇଥିବାରୁ ବିଜେପି ନେତା ନୃସିଂହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସମସ୍ୟାର ସମାଧାନ କରିବା ସହ ତାଙ୍କ ରାଜ୍ୟସଭା ସାଂସଦରେ ଯୋଗଦାନ ଦ୍ଵାରା ରାଜ୍ୟର ଜନସାଧାରଣ ମାନେ ଆହୁରି ଶକ୍ତ ଓ ସୁଦୃଢ଼ ହେବ ବୋଲି ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ନୃସିଂହ ଚରଣ ସାହୁ ଆଶା ପ୍ରକାଶ କରିଛନ୍ତି।
10