ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାରଦିନ ହେବ ପ୍ରାଥମିକ ଚିକିତ୍ସା ଯୋଗାଇ ଆସୁଛି ମଞ୍ଜରୀ ଦେବୀ କଲେଜ ଅଫ ନର୍ସିଂ l

ପୁରୀ , 28/07/2026, ଉତ୍କଳ voice news - utkalvoicenews.com
Article Image
ପବିତ୍ର ରଥଯାତ୍ରାରେ ନବାଯୌବନ ଦର୍ଶନ ଠାରୁ ସୁନାବେଶ ପର୍ଯ୍ୟନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଆସୁଛନ୍ତି ବାଳକାଟୀ ନିକଟସ୍ଥ ମଞ୍ଜରୀ ଦେବୀ କଲେଜ ଅଫ ନର୍ସିଂ ର ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ l ପ୍ରତିଦିନ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସମସ୍ତ କଲେଜ ଅଧିକାରୀ ଏବଂ ଛାତ୍ରଛାତ୍ରୀ l
6