ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଥାନା ଏସ୍ଆଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୁଗୁଡ଼ା, 19/02/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ଗୋ ମାତା ସେବା ସଂସ୍ଥା ଦ୍ଵାରା ବୁଗୁଡ଼ା ଥାନା ଏସ୍ଆଇ ସମୀର ସେଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ଏସ୍ଆଇ ସମୀର ସେଠୀ ସମ୍ମାନିତ ଅତିଥି ଭାବେ ଗୋମାତା ସେବା ସଂସ୍ଥା ର ସଭାପତି ସୁଶାନ୍ତ କୁମାର ଦାସ,ସମ୍ପାଦକ ଦଣ୍ଡପାଣି ସାହୁ ,,ୟୁଭାନ୍ସ ୟୁଥ୍ ସଂସ୍ଥା ର ସଭାପତି ବିନାୟକ ପାଢ଼ୀ ଏବଂ ଶ୍ରୀକର ଭଞ୍ଜ ଓପନ ୟୁନିଟ, ସ୍କାଉଟ୍ ଏଣ୍ଡ ଗାଇଡସ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ସଦସ୍ୟ ଚନ୍ଦନ କୁମାର ସ୍ବାଇଁ ଯୋଗ ଦେଇଥିଲେ। ଏବଂ ବୁଗୁଡ଼ା ଅଞ୍ଚଳର ଅନ୍ୟ ସଂଗଠନର ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ।ପରିଶେଷରେ ଗୋମାତା ସେବା ସଂସ୍ଥା ର ସଦସ୍ୟ ରଞ୍ଜିତ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।
9