ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୀରେ ଶାବନ ମେଳା ଅନୁଷ୍ଠିତl

ପୁରୀ , 06/08/2026, ଉତ୍କଳ voice news - utkalvoicenews.com
Article Image
ଆଜି ପୁରୀ ଅକ୍ଷିଳ ଭାରତୀୟ ମାରୁୟାଡି ମହିଳା ମହାସଂଘ ପକ୍ଷରୁ ପୁରୀ ଚକ୍ରତୀର୍ଥ ରୋଡ଼ ପୁରୁଷୋତ୍ତମ ବାଟିକା ପରିସରରେ " ଶାବନ ମେଳା " ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ବିଭିନ୍ନ ବସ୍ତ୍ର, ରାକ୍ଷୀ, ଅତର ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ର ଷ୍ଟଲ ସମସ୍ତଙ୍କୁ ଆକୃଷ୍ଟ କରିଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାନେତ୍ରୀ ମଞ୍ଜୁ ପାଟଵାରୀ ଙ୍କ ଅଧକ୍ଷତାରେ କୋଷାଧକ୍ଷା ଦୀପା ଚନ୍ଦୁକା, ସମ୍ପାଦିକା ସୁମିତ୍ରା ଅଗ୍ରୱାଲ, ପୂର୍ବତନ ସଭାନେତ୍ରୀ ଉର୍ମିଳା ଅଗ୍ରୱାଲ, ସରିତା ଚନ୍ଦୁକା, ପୁଷ୍ପା ଚନ୍ଦୁକା ଓ କ୍ରିଷ୍ଣା ଚନ୍ଦୁକାଙ୍କ ସହିତ ସମସ୍ତ ସଦସ୍ୟା ପରିଚାଳନା କରିବାରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ବରିଷ୍ଠ ନାଗରିକ ଶିତରଶ୍ମି ଚନ୍ଦୁକା, ଭଗବତୀ ପ୍ରସାଦ ଅଗ୍ରୱାଲ, ସୁରେଶ ଅଗ୍ରୱାଲ ଏବଂ ଦେବୀପ୍ରସାଦ ପଟୁୱାରୀ l
7