ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଟ ସାମ୍ବାଦିକଙ୍କ ଏକାଦଶାହ ଉପଲକ୍ଷେ ସ୍ମୁତି ସଭା

ତିର୍ତ୍ତୋଲ, 07/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ରିପୋର୍ଟ ) :
Article Image
ଅବସରପ୍ରାପ୍ତ ବର୍ଷୀୟାନ ସରକାରୀ କର୍ମଚାରୀ ତଥା ବରିଷ୍ଠ ସାମ୍ୱାଦିକ ଓ ତିର୍ତ୍ତୋଲ ସାମ୍ୱାଦିକ ସଙ୍ଘର ଉପଦେଷ୍ଠା ସୁଧାଂଶୁ ଶେଖର ପୃଷ୍ଟିଙ୍କ ପିତା ସ୍ୱର୍ଗତ ନଟବର ପୃଷ୍ଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଗତ ହୋଇଯାଇଥିବା ବେଳେ ଗତ ବୁଧବାର ସ୍ୱର୍ଗତ ନଟବର ପୃଷ୍ଟିଙ୍କର ଏକାଦଶହ ଉପଲକ୍ଷେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାରେ ଜଗତ୍ସିଂହପୁର ଜିଲ୍ଲା ( ହରିହରପୁର ଚକଲା )ପାଟରା ସମିତିର ସଭାପତି ଶ୍ରୀ ନିରଞ୍ଜନ ପରିଡା , ଜିଲ୍ଲାର ସମ୍ପାଦକ ପ୍ରସନ୍ନ ବେହେରା , ଆଡଭୋକେଟ୍ ବିରନାରାୟଣ ପତ୍ର , ବରିଷ୍ଟ ସାମ୍ବାଦିକ ଅମରନାଥ ପରିଡ଼ା , ଅବସରପ୍ରାପ୍ତ ଶିକ୍ଷାବିତ ମନୋରଞ୍ଜନ ସ୍ୱାଇଁ , ଜ୍ଞାନରଞ୍ଜନ ଦାସ , ଅବସରପ୍ରାପ୍ତ ପ୍ରଧାଶିକ୍ଷକ ଶ୍ରୀ ସୁରେନ୍ଦ୍ର ନାଥ ସାହୁଙ୍କ ସମେତ ତିର୍ତ୍ତୋଲ ସାମ୍ୱାଦିକ ସଙ୍ଘର ସମସ୍ତ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବି ଅଂଶଗ୍ରହଣ କରି ସ୍ବର୍ଗତ ଅମର ଆତ୍ମାର ସ୍ମୃତି ଚାରଣ କରିବା ସହିତ ସଦଗତି କାମନା କରିଥିଲେ ସର୍ବଶେଷରେ ସାମ୍ୱାଦିକ ଚନ୍ଦ୍ରକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
15