ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳାଭର ରଣପୁର ଗ୍ରାମରେ ଫୁଟିଲା ବ୍ରହ୍ମକମଳ ଫୁଲ

ଏରସମା, 08/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ଅଳାଭର ପଞ୍ଚାୟତର ରଣପୁର ଗ୍ରାମର ଶିବ ପ୍ରସାଦ ଦାଶ, ଶିଶିର କୁମାର ଦାଶ, ସମୀର କୁମାର ଦାଶଙ୍କ ବାଡ଼ି ବଗିଚାରେ ବଗିଚାରେ ଗୋଟିଏ ବ୍ରହ୍ମ କମଳ ଫୁଲ ଫୁଟିଥିବା ଜଣାଯାଇଛି । ଏହି ବ୍ରହ୍ମ କମଳ ଫୁଲ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଲୋକମାନେ ପହଞ୍ଚି ଏହାକୁ ଦେଖିଥିଲେ । ପରେ ଗୃହକର୍ତ୍ତା ଶ୍ରୀ ଦାଶ ରଣପୁର ଜାଗ୍ରତ ଗୌରୀଙ୍କ ପୀଠରେ ଥିବା ଜଗନ୍ନାଥ ମନ୍ଦିରରେ ଏହି ବ୍ରହ୍ମ କମଳ ଫୁଲଟିକୁ କାଳିଆ ସାଆନ୍ତଙ୍କ ଚରଣ କମଳରେ ପ୍ରଦାନ କରାଯାଇଥିଲା ।
Article Image
10