ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଘୁନାଥପୁର ବ୍ଲକ କନ୍ଦରାପଟି ଗ୍ରାମର ଆଦର୍ଶ ସମାଜସେବୀ ସ୍ବର୍ଗତ ଦୃଢବ୍ରତ ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା

ରଘୁନାଥପୁର / କନ୍ଦରାପଟି ଗ୍ରାମ, 10/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କନ୍ଦରାପଟି ଗ୍ରାମର ଆଦର୍ଶ ସମାଜସେବୀ ସ୍ବର୍ଗତ ଦୃଢବ୍ରତ ନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭା ମା ଜାଗୁଳେଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ରମା ରଞ୍ଜନ ସ୍ବାଇଁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁରେଶ ଚନ୍ଦ୍ର ରାଉତ, ଡ଼ଃ ରାଜ କିଶୋର ବରାଳ, ଦେବେନ୍ଦ୍ର ନାଥ ବାରିକ, ବାବାଜୀ ସାହୁ, ରବୀନ୍ଦ୍ରନାଥ ବସ୍ତିଆ, ଜୟ ପ୍ରକାଶ ପଣ୍ଡା, ନିର୍ମଳେନ୍ଦୁ ଶୋମ , ବିପିନ ମହାପାତ୍ର, ବାମନ ଚରଣ ନାୟକ, ଶ୍ୟାମ ସୁନ୍ଦର ନାୟକ, ଦେଵବ୍ରତ ନାୟକ, ରାଜେନ୍ଦ୍ର ନାଥ ନାୟକ, ରଶ୍ମି ରଞ୍ଜନ ରାଉତରାୟ, ସଂଗ୍ରାମ କେଶରୀ ନାୟକ, ଘନଶ୍ୟାମ ମହାରଣା, ନିତ୍ୟାନନ୍ଦ ସାହୁ, ଅଭୟ ସ୍ବାଇଁ, ନିର୍ମଳ ସାହୁ, ପ୍ରଶାନ୍ତ ରାଉତରାୟ, ଶୁକାନ୍ତ ନାୟକ ଓ ନିହାର ରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦୃଢବ୍ରତ ନାୟକ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ଶେଷରେ ସଂଗ୍ରାମ କେଶରୀ ନାୟକ ଗୀତ ପାଠ କରିବା ସହିତ ଅତିଥି ମାନଙ୍କୁ ଗୀତା ପୁସ୍ତକ ପ୍ରଦାନ କରିଥିଲେ ।
Article Image
24