ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମା ବିଜେପି କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳନ

ଏରସମା, 15/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଶ୍ରୀ ମାଧବାନନ୍ଦ ମାଝୀ ପତାକା ଉତ୍ତୋଳନ କରି ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀମାନଙ୍କ ଅମର ବଳିଦାନକୁ ସ୍ମରଣ କରିଥିଲେ। ଏହି ଅବସରରେ ଏରସମା ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ, କୃଷ୍ଣଚନ୍ଦ୍ରପୁର ମଣ୍ଡଳ ସଭାପତି ଅନିଲ ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତପନ ଗଛାୟତ, OBC ମୋର୍ଚ୍ଚା ଜିଲ୍ଲା ଉପସଭାପତି ସଞ୍ଜୟ ପରିଡ଼ାଙ୍କ ସମେତ ବିଶ୍ୱନାଥ ପ୍ରତାପ, ସୁବାସ ସାହୁ, ମାନସ ସ୍ୱାଇଁ, ହେମନ୍ତ ରାଉତ, ନିର୍ବାଚନ ସ୍ୱାଇଁ, ଅଜୟ ସ୍ୱାଇଁ, ନେତ୍ରାନନ୍ଦ ବେହେରା, ସୁଯୋଗ୍ୟ ବେଉରା, ଶରତ କୁମାର ନାୟକ, ରାହାସ ବିହାରୀ ସ୍ୱାଇଁ ଓ କାଳନ୍ଦୀ ମୁଦୁଲିଙ୍କ ସମେତ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
13