ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ।

ତିର୍ତୋଲ, 15/08/2026, ଉତ୍କଳ voice news - utkalvoicenews.com( ତିର୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ୮୦ ତମ ସ୍ବାଧୀନତା ଦିବସ ସଂଘ କାର୍ଯ୍ୟାଳୟ ନିକଟରେ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଯୋଗଦେଇ ପତକା ଉତ୍ତୋଳନ କରିବା ସହିତ ସ୍ବାଧୀନତା ଦିବସ ସମ୍ପର୍କରେ ନିଜ ମତ ପ୍ରକାଶ କରିଥିଲେ।ଆଦିକବି ଶାରଳା ଦାସ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ।ବନ୍ଦେ ମାତରଂ ଗାନ ସହିତ ଜାତୀୟ ସଂଗୀତ ଗାନ କରାଯାଇ ସ୍ବାଧୀନତା ଦିବସ ରେ ଯେଉଁମାନେ ତ୍ୟାଗ ଓ ବଳିଦାନ ଦେଇଥିଲେ ସେମାନଙ୍କ ସୃତୀ କୁ ସମସ୍ତେ ମନେ ପକାଇ ଥିଲେ। ଏଥିରେ ତିର୍ତ୍ତୋଲ ସାମ୍ବାଦିକ ସଂଘ ର ସଭାପତି ପ୍ରଭାତ କୁମାର ପରିଡ଼ା, ଉପଦେଷ୍ଟା ଅମର ଜ୍ୟୋତି ସାହୁ,ଟୁକନ ଚରଣ ସେଠୀ, ସୁଧାଂଶୁ ଶେଖର ପୃଷ୍ଟି,ସଭ୍ୟ ସତ୍ୟପ୍ରକାଶ ମହାନ୍ତି ,ଭାନୁ ଶଙ୍କର ରାଉତରାୟ,କୈଳାସ ବେହେରା, ମସ ରାଜନ୍ କୁମାର,ଗୋପାଳ କୃଷ୍ଣ ଦାସ,ସୁଭାଶିଷ ସ୍ୱାଇଁ,ସୁଶୀଲ ମହାପାତ୍ର,ରଞ୍ଜିତ୍ ମଲ୍ଲିକ,ନିଶାକର ଦାସ ମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ଆଡ଼ମ୍ବର ରେ ପାଳିତ ହୋଇ ଯାଇଛି ।
5