ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୀଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଗୁଡ଼ି ଉଡାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ll

ପୁରୀ , 15/08/2026, ଉତ୍କଳ voice news - utkalvoicenews.com
Article Image
ଅଖିଳ ଭାରତୀୟ ମହିଳା କଂଗ୍ରେସ ର ନିର୍ଦେଶ କ୍ରମେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ୱତୀ ପାତ୍ର ଙ୍କ ନତୃତ୍ୱରେ ଆଜି ପୁରୀ ଜିଲ୍ଲା ରେ ସ୍ୱାଧୀନତା ଦିବସ ଉପଲକ୍ଷେ ମା ତୁଝେ ସଲାମ କାର୍ଯ୍ୟକ୍ରମ ଅନ୍ତର୍ଗତ ମୋ ଅଭିବ୍ୟକ୍ତି ମୋ ପରିଚୟ ସ୍ଲୋଗାନ ଆଧାରିତତ୍ରିରଙ୍ଗା ପତଙ୍ଗ ରେ ନିଜ ଅଭିବ୍ୟକ୍ତି ପ୍ରକାଶ କରାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା କଂଗ୍ରେସ ନେତୃବୃନ୍ଦା ଓ କର୍ମୀମାନେ ଯୋଗଦେଇଥିଲେ ଯଥା ବରିଷ୍ଠ କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ସସ୍ମିତା ସ୍ୱାଇଁ, ବିଷ୍ନୁପ୍ରିୟା ଦାସ, ରାଜଲଷ୍ମୀ ଶତପଥୀ, ଶ୍ରଦ୍ଧାଞ୍ଜଳି ମାର୍ଥା, ଶୈଳବାଳା ଭୂଇଁଆ, ଲଷ୍ମୀପ୍ରିୟା ସାହୁ, ସୁକାନ୍ତି କର, ପ୍ରିୟଦର୍ଶିନୀ କର, ଜିଲ୍ଲା ସଭାପତି ରାଜେଶ ମିଶ୍ର, ସୁକାନ୍ତ ପ୍ରଧାନ,ବିଶ୍ୱନାଥ ଦାସ,ଅବିନାଶ ମିଶ୍ର, ଅମରେନ୍ଦ୍ର ପାଇକରାୟ, ସ୍ୱାଧୀନ କୁମାର ପଣ୍ଡା,ଆଶୁତୋଷ ମିଶ୍ର, ସୂର୍ଯ୍ୟକାନ୍ତ ପଣ୍ଡା,ମନୋଜ କୁମାର ବେହେରା, ମନୋଜ ମହାପାତ୍ର ପ୍ରମୁଖ ନେତୃତ୍ୱ ମାନେ ଉପସ୍ଥିତ ଥିଲେ l
3