ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦେଶ 80 ତମ ସ୍ବାଧୀନତା ଦିବସ ପାଳନ କରୁଥିବା ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତା ନିର୍ମାଣ

ଜଗତସିଂହପୁର, 16/08/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସାଂପୁର ପଂଚାୟତ ର ଗୋବିନ୍ଦା ପୋଖରୀ ଗ୍ରାମର ରାସ୍ତାରେ
Article Image
ସାରା ଦେଶ ୮୦ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ଜିଲ୍ଲା କଂଗ୍ରେସ ସଭାପତି ଦେଵ ପ୍ରସାସ ନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ସଦର ବ୍ଲକ ସାଂପୁର ପଂଚାୟତ ର୍ ଗୋବିନ୍ଦା ପୋଖରୀ ଗ୍ରାମର ରାସ୍ତା ମରାମତି କରୁଛନ୍ତି । ଦୀର୍ଘ ଦିନ ଦେଵ RTO ଅଫିସ ସମ୍ମୁଖ ଦେଇ ଯାଇଥିବା ଏହି ରାସ୍ତା ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଥିବା ବେଳେ ଖାଲ ଖମାରେ ପରିଣତ ହୋଇଛି । ଜିଲ୍ଲା ପ୍ରଶାସନ କୁ ଅଭିଯୋଗ କରାଯାଇ ଥିଲେ ମଧ୍ୟ ପ୍ରଶାସନ ର ଅବହେଳା କୁ ନେଇ କଂଗ୍ରେସ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ କରାଯାଇଛି । ଯାହାକି କର୍ମୀମାନେ ନିଜେ ଡ଼ଷ୍ଟ ରାସ୍ତା ଉପରେ ପକାଇ ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି ।
5